ଓଡିଶା ଅର୍ଚେରୀ ଆସୋସିଏସନର ଅଭ୍ୟୁଥାନ
Odisha Archery Association (OAA) ଆଜି Archery ତୀରନ୍ଦାଜୀ ଖେଳର ବିକାଶ, ଶିକ୍ଷା ଓ ପ୍ରସାର ପାଇଁ ମୁଖ୍ୟ ଅନୁବନ୍ଧିତ କ୍ରୀଡା ସଂଘ। ହେଲେ 50 ବର୍ଷ ତଳେ ତୀରନ୍ଦାଜି କ୍ରୀଡାର ରାଜ୍ୟରେ କୌଣସି ଭିତ୍ତିଭୂମି ନଥିଲା। ଏ ଖେଳ କଣ କେହି ଜାଣିନଥିଲେ।
କୌଣସି ସଂଘର ଅଭ୍ୟୁଥାନର ଇତିହାସ ବହୁତ ଦୀର୍ଘ। ଦିଲ୍ଲୀରେ 1981 ମସିହାରେ ହୋଇଥିବା IXth Asian Games ସମୟର କଥା। ତାପୂର୍ବରୁ 1981 ମସିହାରେ ଦିଲ୍ଲୀରେ Indian Gymnastic Association ର ବାର୍ଷିକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ ଦେବା ପାଇଁ Odisha Gymnastic Association ର ସମ୍ପାଦକ ଶ୍ରୀ ସମୀର ଦତ୍ତ ଓ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯାଇଥିଲେ। ସେଠାରେ ସେମାନେ ଜାତୀୟ Gymnastic Federat ...